ନିୟତ Niyata
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ବଦ୍ଧ — Restrained
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଅଟକା ଯାଇଥିବା — Checked
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଦମିତ; ସଂଯତ — Curbed; suppressed
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଶାସିତ — Controlled
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ବଶୀକୃତ — Subdued
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ସ୍ତିରୀକୃତ; ସ୍ଥିର — Settled; fixed
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ନିଶ୍ଚିତ — Sure; certain
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ମନୋଯୋଗୀ — Attentive; intent
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଜିତେନ୍ଦ୍ରିୟ — Continent; temperate; abstemious; having self control
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଅବଶ୍ୟଂଭାବୀ — Inevitable; unavoidable; doomed
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ଅବିଶ୍ରାନ୍ତ; ଅବିଚ୍ଛିନ୍ନ — Incessant; continuous
- ସଂ. ବିଣ. (ନି+ ଯମ୍ ଧାତୁ=ନିବୃତ୍ତ କରିବା+ କର୍ମ. ତ) — ନିୟମିତ; ନିୟମ ଦ୍ୱାରା ପରିମିତ — Regulated; regular