ନିଶ୍ Niṡ

  • ସଂ. ବି.—(ନିଶ୍ ଧାତୁ+ଅଧିକରଣ. କ୍ୱିପ୍) — ରାତ୍ରି; ନିଶା — The night
  • ସଂ. ବି.—(ନିଶ୍ ଧାତୁ+ଅଧିକରଣ. କ୍ୱିପ୍) — ହଳଦୀ — Turmeric
  • ସଂ. ବି.—(ନିଶ୍ ଧାତୁ+ଅଧିକରଣ. କ୍ୱିପ୍) — ମେଷାଦି ରାଶି — Zodiacal sign