ନିଶି Niṡi
- ସଂ. ଅ. (ସଂ. ନିଶ୍ ଶବ୍ଦର 7 ମୀ ବିଭକ୍ତି 1 ବଚନ; ଅବ୍ୟୟରୂପେ ବ୍ୟବହୃତ) — ରାତ୍ରିରେ — In the night
- ସଂ. ଅ. (ସଂ. ନିଶ୍ ଶବ୍ଦର 7 ମୀ ବିଭକ୍ତି 1 ବଚନ; ଅବ୍ୟୟରୂପେ ବ୍ୟବହୃତ) — ରାତ୍ରିକାଳପାଇଁ; ରାତି ବେଳ ନିମନ୍ତେ — For the night
- ସଂ. ବି — (ନିଶ୍+ଇ) ରାତ୍ରି (ହି. ଶବ୍ଦସାଗର) — Night
- ସଂ. ବି — ରାମା ଶଶିରେ ଘୋର ନିଶିରେ ଦୁଃଖ ରାଶିରେ ଭାସି। ଭଞ୍ଜ. ଲାବଣ୍ୟବତୀ।