ନିଲୟ Nilaya

  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ନିକେତନ; ଗୃହ — House; habitation; habitat; dwelling; abode
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ଜାଣୁଛି ଏ ନିଳୟ ନିରଯେ ଯିବୁ ବୁଡ଼ି—କୃଷ୍ଣସିଂହ. ମହାଭାରତ. ସଭା।
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — (ନି+ଲୟ) ନିଃଶେଷ ଲୟ; ଅଦର୍ଶନ — Disappearance; the state of being out of sight
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ଆଧାର — Receptacle
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ବିଶ୍ରାମ ନେବାର ସ୍ଥାନ — A resting place (M.W.)
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ପଶୁପକ୍ଷୀଙ୍କ ବସା — Lair; nest; den
  • ସଂ. ବି. (ନି=ମଧ୍ୟରେ+ଲୀ ଧାତୁ=ଆଲିଙ୍ଗନ କରିବା; ଲୀନ ହେବା+ଅଧିକରଣେ. ଅ) — ଲୁଚିବାର ସ୍ଥାନ — A hiding place