ନିଲଜ Nilaja

  • ଦେ. ବିଣ (ସଂ. ନିର୍ଲ୍ଲଜ୍ଜ) — ନିର୍ଲଜ୍ଜ (ଦେଖ) — Nirlajja (See)
  • ଦେ. ବିଣ (ସଂ. ନିର୍ଲ୍ଲଜ୍ଜ) — ନୟନୁ ଉପୁଡ଼ି ଗଲା ନିଲଜ ଢାଙ୍କୁଣି—ପ୍ରାଚୀ. ରହସ୍ୟମଞ୍ଜରୀ।