ନିରୟ Niraya

  • ସଂ. ବି. (ନିର୍=ନିକୃଷ୍ଟ+ଅୟ=ଗତି, ସ୍ଥାନ; କିମ୍ବା ନିର୍ =ନିର୍ଗତ ହୋଇଅଛି+ଅୟ=ସୁଖ, ସୌଭାଗ୍ୟ ଯେଉଁ ଠାରୁ; ବହୁବ୍ରୀହି) — ନରକ; ପରଲୋକରେ ପାପର ଦଣ୍ଡଭୋଗ ସ୍ଥାନ — Hell
  • ସଂ. ବି. (ନିର୍=ନିକୃଷ୍ଟ+ଅୟ=ଗତି, ସ୍ଥାନ; କିମ୍ବା ନିର୍ =ନିର୍ଗତ ହୋଇଅଛି+ଅୟ=ସୁଖ, ସୌଭାଗ୍ୟ ଯେଉଁ ଠାରୁ; ବହୁବ୍ରୀହି) — ଦୁର୍ଗତି — Misery; distress
  • ସଂ. ବି. (ନିର୍=ନିକୃଷ୍ଟ+ଅୟ=ଗତି, ସ୍ଥାନ; କିମ୍ବା ନିର୍ =ନିର୍ଗତ ହୋଇଅଛି+ଅୟ=ସୁଖ, ସୌଭାଗ୍ୟ ଯେଉଁ ଠାରୁ; ବହୁବ୍ରୀହି) — ଜାଣୁଛି ଏ ନିରୟେ ଯିବି ବୁଡ଼ି । କୃଷ୍ଣସିଂହ. ମହାଭାରତ ସଭା।