ନିର୍ Nir
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ଏହି ଉପସର୍ଗ ଧାତୁ ପୂର୍ବେ ନିମ୍ନଲିଖିତ ଅର୍ଥମାନଙ୍କରେ ବ୍ୟବହୃତ ହୁଏ — A prefix denoting the following senses and corresponding to the English prefix un as in uncertain, in as in incessant and to the particle less as in formless
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ନିଶ୍ଚୟ—(ଯଥା—ନିରତ) — Certainty
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ନିଷେଧ—(ଯଥା—ନିରାଶ, ନିରସନ) — Prohibition
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ନିକୃଷ୍ଟ—(ଯଥା—ନିରୟ) — Inferior
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ଅଭାବ—(ଯଥା—ନିରଂଶ) — Want; negation; absence; privation
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ନିଃଶେଷ—(ଯଥା—ନିର୍ଦ୍ଧନ) — Without remainder
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ଅତ୍ୟନ୍ତ; ନିତାନ୍ତ (ଯଥା—ନିଷ୍ପୀଡ଼ନ) — Too much; excessive
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ବହିଷ୍କରଣ (ଯଥା—ନିରବସିତ) — Expulsion
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ପଦାକୁ ବାହାରିବା; (ଯଥା—ନିର୍ଗମନ) — Going out
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ବହିଃ; ବାହାର (ଯଥା—ନିରବହାଳିକା) — External
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) ସମ୍ପୂର୍ଣ୍ଣତା (ଯଥା—ନିରତିଶୟ) — Totality; entirety; completeness
- ସଂ. (ଉପସର୍ଗ) ଅ—(ନୃ ଧାତୁ=ନେଇଯିବା+କର୍ତ୍ତୃ. କ୍ୱିପ୍) [ଦ୍ର—ନିଃ ବା ନିସ୍ ଉପସର୍ଗ ପରେ ସ୍ୱରବର୍ଣ୍ଣ, ଗ, ଘ, ଜ, ଝ, ଦ, ଧ, ନ, ବ, ଭ, ମ, ଯ, ର, ଲ, ୱ ଓ ହ ଥିଲେ ନିଃ ବା ନିସ୍ ସ୍ଥାନରେ ନିର୍ ହୁଏ।]