ନିରୋଧ Nirodha
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ବାଧା; ବିଘ୍ନ; ଅଟକ — Obstruction; restraint; hindrance
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ଅବରୋଧ; ଚାରିଆଡ଼େ ଘେରିବା; ଘେର — Beseiging; blocking up
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — କ୍ଷତି; ବିନାଶ; ଧ୍ୱଂସ — Injury; destruction; loss
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ବାରଣ — Prohibition; prevention
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ନିଗ୍ରହ — Persecution
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ପ୍ରତିରୋଧ; ପ୍ରତିକୂଳତା — Opposition
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ବାଧ୍ୟକରଣ — Coercion
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ଘୃଣା — Antipathy; abhorrence
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — କାରାବନ୍ଧନ — Confinement; imprisonment
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ପ୍ରଳୟ — Dissolution
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ସଂହରି ଆତ୍ମାର ଶକତି, ଜଳେ ଶୟନ ଯୋଗପତି, ନିରୋଧ ବୋଲି ତାର ନାମ, ନିଜ ସ୍ୱଭାବେ ପୂର୍ଣ୍ଣକାମ। ଜଗନ୍ନାଥ. ଭାଗବତ।
- ସଂ. ବି. (ନି=ବିଶେଷ ଭାବରେ+ରୁଧ୍ ଧାତୁ=ବନ୍ଦ କରିବା—+ଭାବ. ଅ) — ଯୋଗସାଧନର ଅଙ୍ଗବିଶେଷ; ସମସ୍ତ ଚିତ୍ତବୃତ୍ତମାନଙ୍କୁ ବିଷୟମାନଙ୍କରୁ ଫେରାଇ ଆଣିବା — Restraining one's mind from following any object; suspension of mental operations