ନିରଖ Nirakha
- ବୈଦେ. ବି (ଫା. ନିର୍ଖ; ତୁଳ. ସଂ. ନିରୀକ୍ଷଣ) — କୌଣସି ପଦାର୍ଥର ସ୍ଥିରୀକୃତ ଦର — Tariff; fixed price of a thing; authorised market-rate
- ବୈଦେ. ବି (ଫା. ନିର୍ଖ; ତୁଳ. ସଂ. ନିରୀକ୍ଷଣ) — ବଜାର ଦର; ଭାଉ — Market rate; current price
- ବୈଦେ. ବି (ଫା. ନିର୍ଖ; ତୁଳ. ସଂ. ନିରୀକ୍ଷଣ) — ନିଶ୍ଚୟତା — Certainty
- ବୈଦେ. ବି (ଫା. ନିର୍ଖ; ତୁଳ. ସଂ. ନିରୀକ୍ଷଣ) — ସ୍ଥିରୀକରଣ — Ascertainment
- ବିଣ — ଅରକ୍ଷକ — Protectorless
- ବିଣ — ଅସହାୟ — Helpless