ନିମାଇ Nimāi

  • ଦେ. ବି. — ଶ୍ରୀଚୈତନ୍ୟ ଦେବଙ୍କ ମାତୃଦତ୍ତ ନାମ — A name by which Srī Chai̱tanya was called
  • ଦେ. ବି. — ପୁରୁଷଙ୍କ ଦିଆଯିବା ନାମ — A name given to males
  • ଦେ. ବି. — [ଦ୍ର—ବଙ୍ଗ ଦେଶରେ ଅପର୍ତ୍ତିଆଣୀ ପିଲାଙ୍କୁ 'ନିମାଇ' (= ନିମ ପରି ତିକ୍ତ) ନାମ ଦିଆଯାଏ। ଶ୍ରୣଚୈତନ୍ୟ ଦେବଙ୍କ ମାଆ ତାଙ୍କୁ ନିମାଇ ନାମ ଦେଇଥିଲେ।]