ନିବିଡ଼ Nibiṟḍ̠a

  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ସାନ୍ଦ୍ର; ଘନ; ନୀରନ୍ଧ୍ର; ନିବାଡ଼ — Impervious; thick set; close- set; compact
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ଦୁର୍ଭେଦ୍ୟ; ଗହନ — Impenetrable; dense
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ଦୃଢ଼ — Strong; tight; firm; fast
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ରମଣୀୟ ହେମକୁ ସୁଦୃଶାରେ ରଖିଲୁ କେଡ଼େ ନିବିଡ଼େ ମସାରେ । କବିସୂର୍ଯ୍ୟ, କିଶୋରୀଚମ୍ପୂ ର. ଗୀତ।
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ସ୍ଥୂଳ; ମୋଟା — Thick; coarse; gross
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ବକ୍ର ନାସିକା; ବଙ୍କା ନାକୁଆ — Having a crooked nose
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ବୃହତ୍ — Bulky; large
  • ସଂ. ବିଣ. (ନି=ନାହିଁ+ବିଳ=ଛିଦ୍ର, ଫାଙ୍କ ଯହିଁରେ; ଳ ସ୍ଥାଳରେ ଡ ଆଗମ) — ଚେପଟା ନାକା; ନତ ନାସିକ (ହି. ଶ) — Flat-nosed; snub-nosed