ନିବସନ Nibasana
- ସଂ. ବି.—(ନି+ବସ୍ ଧାତୁ=ବାସ କରିବା+ଅଧିକରଣେ ଅନ) — ନିବାସ; ଗୃହ — Dwelling
- ସଂ. ବି.—(ନି+ବସ୍ ଧାତୁ=ବାସ କରିବା+ଅଧିକରଣେ ଅନ) — (+ଭାବ. ଅନ) ବିଦେଶବାସ; ପ୍ରବାସ — Sojourn
- ସଂ. ବି.—(ନି+ବସ୍ ଧାତୁ=ବାସ କରିବା+ଅଧିକରଣେ ଅନ) — (+ବସ୍ ଧାତୁ=ଆଚ୍ଛାଦନ କରିବା+କରଣ, ଅନ) ପରିଚ୍ଛଦ; ବସ୍ତ୍ର; ପୋଷାକ — Clothes; dress; garment
- ସଂ. ବି.—(ନି+ବସ୍ ଧାତୁ=ବାସ କରିବା+ଅଧିକରଣେ ଅନ) — (+ଭାବ. ଅନ) ବସ୍ତ୍ରାଦି ପରିଧାନ — Putting on clothes; wearing