ନିବସଥ Nibasatha

  • ସଂ. ବି. (ନି+ବସ୍ ଧାତୁ+ଅଧିକରଣେ. ଅଥ) — ଜନପଦ; ଗ୍ରାମ; ବସ୍ତି — Village
  • ସଂ. ବି. (ନି+ବସ୍ ଧାତୁ+ଅଧିକରଣେ. ଅଥ) — ସୀମା; ସରହଦ (ହି. ଶ) — Boundary