ନିବପନ Nibapana
- ସଂ. ବି. (ନି+ବପ୍ ଧାତୁ+କର୍ମ. ଅନ) — ପିତୃଲୋକଙ୍କ ଉଦ୍ଦେଶ୍ୟରେ ଦାନ — Gifts in honour of one's deceased ancestors
- ସଂ. ବି. (ନି+ବପ୍ ଧାତୁ+କର୍ମ. ଅନ) — ଶ୍ରାଦ୍ଧ — Offering of cakes to the manes
- ସଂ. ବି. (ନି+ବପ୍ ଧାତୁ+କର୍ମ. ଅନ) — ଚାରି ଆଡ଼େ ବୁଣିବା — Scattering down (Apte)
- ସଂ. ବି. (ନି+ବପ୍ ଧାତୁ+କର୍ମ. ଅନ) — ମଞ୍ଜି ବୁଣିବା — Sowing (Apte)
- ସଂ. ବି. (ନି+ବପ୍ ଧାତୁ+କର୍ମ. ଅନ) — ଅଜାଡ଼ିବା; ଢାଳିବା — Pouring out (Apte)