ନିଧେୟ Nidheya

  • ସଂ. ବିଣ. (ନି+ଧା ଧାତୁ+କର୍ମ. ଯ) — ସ୍ଥାପନଯୋଗ୍ୟ; ସ୍ଥାପନୀୟ — Capable of being placed; fit to be laid in a receptacle
  • ସଂ. ବିଣ. (ନି+ଧା ଧାତୁ+କର୍ମ. ଯ) — ଗଚ୍ଛିତ ରଖିବାର ଯୋଗ୍ୟ — Fit to be deposited