ନିଧାନୀ NIdhānī

  • ଦେ. ବିଣ. ସ୍ତ୍ରୀ. (ସଂ. ନିଧାନ) — ବହନ ବା ଧାରଣ କରୁଥିବା (ସ୍ତ୍ରୀ) — Containing or carrying anything
  • ଦେ. ବିଣ. ସ୍ତ୍ରୀ. (ସଂ. ନିଧାନ) — ବିଧାତା ବିଧାନୀ ଉଚ୍ଚାଟ ନିଧାନୀ ନୋହେ ସାବଧାନୀ ହୋଇଲେ। ଭଞ୍ଜ. ବୈଦେହୀଶବିଳାସ।
  • ସଂ. ବିଣ. (ନିଧାନ+ଇନ୍; 1 ମା. 1 ବ) — ଯହିଁ ମଧ୍ୟରେ କୌଣସି ବସ୍ତୁ ଥାଏ — Containing anything in itself (M.W.)