ନିଦ Nida
- ସଂ. ବି (ନି=ନିଶ୍ଚୟ+ଦୋ. ଧାତୁ=ଛେଦନ କରିବା+ କର୍ତ୍ତୃ. ଅ) — ବିଷ — Poison; venom. (M.W.)
- ଦେ. ବି. (ସଂ. ନିଦ୍ରା; ପ୍ରା. ନିଦ) — ନିଦ୍ରା; ଶୟନ — Sleep
- ଦେ. ବି. (ସଂ. ନିଦ୍ରା; ପ୍ରା. ନିଦ) — [ଦ୍ର—ଅବସ୍ଥାବିଶେଷରେ ନିଦର ନାନାପ୍ରକାର ନାମ ଅଛି, ଯଥା—କଞ୍ଚା ନିଦ, ଛାଇ ନିଦ, ଘମାଘୋଟ ବା ନିଘୋଡ଼ ନିଦ ଗହମ ନିଦ, ଭାତ ନିଦ ଇତ୍ୟାଦି।]