ନିତ୍ୟ Nitya
- ସଂ. ଅ. (ନି=ନିୟତ+ଭବାର୍ଥ. ତ୍ୟ) — ଅନନ୍ତକାଳ — Eternally; perpetually
- ସଂ. ଅ. (ନି=ନିୟତ+ଭବାର୍ଥ. ତ୍ୟ) — ସର୍ବଦା; ନିରନ୍ତର; ସତତ — Constantly; always
- ସଂ. ଅ. (ନି=ନିୟତ+ଭବାର୍ଥ. ତ୍ୟ) — ଅହରହଃ; ପ୍ରତିଦିନ — Daily; everyday
- ବିଣ. — ଚିରସ୍ଥାୟୀ — Perpetual; permanent; constant
- ବିଣ. — କାଳତ୍ରୟ ବ୍ୟାପୀ; ଚିରନ୍ତନ — Eternal; ever-lasting
- ବିଣ. — ଅବିରାମ; ଧାରାବାହିକ — Continuous; uninterrupted; incessant
- ବିଣ. — ପ୍ରାତ୍ୟହିକ; ଦୈନନ୍ଦିନ — Daily; diurnal
- ବିଣ. — ଅକ୍ଷୟ; ଅବିନଶ୍ୱର — Imperishable; indestructible
- ବିଣ. — ଯାହାର ଉଲ୍ଲଙ୍ଘନ ବା ଅନ୍ଯଥାଭାବ ଘଟେ ନାହିଁ — Not admitting of transgression or transformation; invariable
- ବିଣ. — ଯାହା ନିୟମିତରୂପେ ଘଟେ ବା କରାଯାଏ (ବିପରୀତ ନୈମତ୍ତିକ) — Regular; usual; ordinary
- ବିଣ. — ଯାହା ପ୍ରତିଦିନ କରିବାର ବିଧାନ ଅଛି (ବିପରୀତ— କାମ୍ୟ) — Prescribed to be performed regularly; fixed for everyday
- ବିଣ. — ଯାହା ଅବଶ୍ୟ କର୍ତ୍ତବ୍ୟ — Obligatory; compulsory; not optional