ନିଟଳ Niṭaḻa

  • ସଂ. ବି (ନି+ଟଳ୍ ଧାତୁ=କମ୍ପିବା+କର୍ତ୍ତୃ. ଅ) — କପାଳ; ଭାଲଦେଶ — Forehead
  • ଦେ. ବିଣ. (ସଂ. ଅଟଳ) — ଅଟଳ; ସ୍ଥିର — Steady; fixed