ନିଚୟ Nichaya
- ସଂ. ବି (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ) ସମୂହ; ସକଳ; ନିବହ — Multitude; assemblage; collection
- ସଂ. ବି (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ) ଗଦା; ରାଶି — Heap; mass
- ସଂ. ବି (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ) (+ଭାବ. ଅ) ସଞ୍ଚୟ — Gathering; storing; store
- ସଂ. ବି (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ) ଉପଚୟ; ବୃଦ୍ଧି — Increase
- ସଂ. ବି (ନି+ଚି ଧାତୁ=ତୋଳିବା; ଏକତ୍ର କରିବା+ କର୍ମ. ଅ) ନିଶ୍ଚୟ (ହି. ଶ.) — Certainty (Apte)
- ଗ୍ରା. ଅ. ନିଶ୍ଚେ — Certainly
- ଗ୍ରା. ଅ. ଆଉ କି ଜୀଇଁବି ନିଚୟେ ମରିବି—ହରିବି ମନର ବେଦନା। ପ୍ରାଚୀ. ପ୍ରତାପ ଶଶିଶେଣା।