ନିଘ୍ନ Nighna

  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ଅଧୀନ — Dependent
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ଆୟତ୍ତ; ବଶୀଭୂତ — Subservient; subjugated
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ଗୃହପାଳିତ; ପୋଷା — Domesticated; tamed
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ଆଜ୍ଞାବର୍ତ୍ତୀ — Obedient
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ଅନୁଗତ — Devoted
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — ପୂର୍ଣ୍ଣ — Full of
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — (ଗଣିତ) ଗୁଣିତ — (Arithmetic) Multiplied
  • ସଂ. ବିଣ. (ନି+ହନ୍ ଧାତୁ=ବଧ କରିବା+କର୍ମ. ଅ) — (କର୍ତ୍ତୃ. ଅ) ଘାତକ — Slaying; killing; murderous