ନିଗମ Nigama
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ଯେଉଁଠାରେ ସବୁବେଳେ ଲୋକେ ଯିବା ଆସିବା କରନ୍ତି; ସାଧାରଣ ଗମନାଗମନ ସ୍ଥାନ — A public thoroughfare; a frequented place
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ଲୋକାଳୟ; ପୁରୀ; ନଗର — Town. city
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ଜନପଦ; ଗ୍ରାମ — Village
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ରାଜଦାଣ୍ଡ; ରାସ୍ତା; ସରଣି; ପଥ — Road; highway
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ବଜାର; ହାଟ; ଗଞ୍ଜ — Market; mart; bazar
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ବାଣିଜ୍ୟ — Traffic; trade
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ବେଦ — The Bedas
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ଏମନ୍ତ ବିଚାରି ମନର ନିଗମ କଲା ସେ ଉଚ୍ଚାର। ଭୂପତି. ପ୍ରେମପଞ୍ଚାମୃତ।
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ଧର୍ମଗ୍ରନ୍ଥ — The holy writ; scripture; secred ordinance
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ତନ୍ତ୍ରବିଶେଷ — Name of a Tantra or Hindu esotoric treatise
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ନିଶ୍ଚୟ — Certainly
- ସଂ. ବି. (ନି=ସର୍ବଦା; ସର୍ବତୋଭାବରେ+ଗମ୍ ଧାତୁ=ଯିବା +ଅଧିକରଣେ. ଅ) — ପ୍ରତିଜ୍ଞା — Promise; vow