ନିଗଦ Nigada
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — କଥନ; ଭାଷଣ — Speech; talk
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — କଥୋପକଥନ — Conversation
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — ଶବ୍ଦ — Sound
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — ଉଚ୍ଚୈର୍ଜପ; ଉଚ୍ଚୈଃସ୍ୱରରେ ପ୍ରାର୍ଥନା — Loud prayer; prayer recited aloud
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — କଥିତ ଭାଷା — Spoken language; a vernacular
- ସଂ. ବି. (ନି=ନିଶ୍ଚୟ+ଗଦ୍ ଧଆତୁ=କହିବା+କର୍ମ. ଅ) — କୌଣସି ବିଷୟର ଉଲ୍ଲେଖ — Mention