ନିଖଟୁ Nikhaṭu
- ଦେ. ବିଣ — ଅସମର୍ଥ — Incapable
- ଦେ. ବିଣ — ସୁସ୍ଥୀ; ଆଳସ୍ୟପରାୟଣ — Idle
- ଦେ. ବିଣ — ନିକର୍ମା; କର୍ମକୋଢ଼ୀ — Lazy; doing no work worthless
- ଦେ. ବିଣ — ଶକ୍ତିହୀନ — Powerless
- ଦେ. ବିଣ — ଅପରିଶ୍ରମୀ; ଅଖଟୁ; ପରିଶ୍ରମକାତର — Disliking work; afraid of work
- ଦେ. ବିଣ — ହୋଇ ସମଦଶାପନ୍ନ ନିଖଟୁ ପଣରେ ଅଧୋଗତିକୁ ପ୍ରାଧାନ୍ୟ ମଣିଭନ୍ତେ ହାୟ। ଚିନ୍ତାମଣି. ବିକ୍ରମାଦିତ୍ୟ।
- ଦେ. ବିଣ — ନିକମା; ଅଯୋଗ୍ୟ — Worthless
- ଦେ. ବିଣ — ଯେ ଏଣେ ତେଣେ ବୁଲି ବୃଥାରେ ସମୟ ନଷ୍ଟକରେ — Loafing