ନିକଟ Nikaṭa
- ସଂ. ବିଣ. (ନି ଉପସର୍ଗ+କଟ ଧାତୁ=ସମୀପକୁ ଯିବା=ଅ; ଯାହା ପାଖରେ ଥିବାରୁ ତହିଁ ସମୀପକୁ ଯିବାକୁ ପଡ଼େ ନାହିଁ) — ସମୀପବର୍ତ୍ତୀ — Near; proximate
- ସଂ. ବିଣ. (ନି ଉପସର୍ଗ+କଟ ଧାତୁ=ସମୀପକୁ ଯିବା=ଅ; ଯାହା ପାଖରେ ଥିବାରୁ ତହିଁ ସମୀପକୁ ଯିବାକୁ ପଡ଼େ ନାହିଁ) — ଅଦୁର — Adjacent; lying close
- ସଂ. ବିଣ. (ନି ଉପସର୍ଗ+କଟ ଧାତୁ=ସମୀପକୁ ଯିବା=ଅ; ଯାହା ପାଖରେ ଥିବାରୁ ତହିଁ ସମୀପକୁ ଯିବାକୁ ପଡ଼େ ନାହିଁ) — ଆସନ୍ନ — Impending
- ସଂ. ବି — ନୈକଟ୍ୟ; ସାମୀପ୍ୟ — Proximity; nearness (M.W.)
- ସଂ. ବି — [ଦ୍ର—ଏହି ଶବ୍ଦ ସଙ୍ଗେ ବିଭକ୍ତ୍ୟନ୍ତ ପ୍ରତ୍ୟୟ ଲାଗେ, ଯଥା— ନିକଟକୁ, ନିକଟରୁ, ନିକଟରେ।]
- ଦେ. ଅ. (ସଂ. ନିକଟେ) — ସମୀପକୁ; ପାଖକୁ; ପ୍ରତି — Near; to,
- ଦେ. ଅ. (ସଂ. ନିକଟେ) — ସମୀପରେ — At; with; at hand
- ଦେ. ଅ. (ସଂ. ନିକଟେ) — ପାଖରୁ — From
- ଦେ. ଅ. (ସଂ. ନିକଟେ) — ଅଦୂର ଭବିଷ୍ୟତରେ; ଶୀଘ୍ର — Very soon; in near future