ନିଆଜ Niāja

  • ବୈଦେ. ବି (ଫା. ଲିହାଜ୍) — ଲିହାଜ; ଅନ୍ଦାଜ; ଅନୁମାନ — Tentative estimate; guess
  • ବୈଦେ. ବି (ଫା. ଲିହାଜ୍) — ସ୍ମରଣ — Recollection
  • ବୈଦେ. ବି (ଫା. ଲିହାଜ୍) — ହେଜ; ଖିଆଲ; ମନୋଯୋଗ — Attention
  • ବୈଦେ. ବି (ଫା. ଲିହାଜ୍) — ଗୁଢା ବା କୁତ — Appraisement of produce
  • ବୈଦେ. ବି (ଫା. ଲିହାଜ୍) — ବିବେଚନା — Consideration