ନା Nā
- ସଂ. ଅ (ନବାର୍ଥକ) — ନାହିଁ; ନୁହେଁ — No; not
- ସଂ. ଅ (ନବାର୍ଥକ) — [ଦ୍ର—ଅ, ମା, ନୋ, ନା ନିଷୋଧାର୍ଥେ— ସଂସ୍କୃତ ବ୍ୟାକରଣର ସୁତ୍ର।]
- ଦେ. ବି—(ସଂ. ନାବ) — ନାଆ (ଦେଖ) — Nā-ā (See)
- ବୈଦେ—ଅ (ଫା. ନଞର୍ଥଉପପଦ; ଆ, ଲା ଉପପଦ; ତୁଳ, ସଂ. ନ; ଅନ୍ୟ ଶବ୍ଦ ପୂର୍ବେ ଲାଗେ ଯଥା — ନାଲ୍ଏକ୍ — Non; not
- ବୈଦେ—ଅ (ଫା. ନଞର୍ଥଉପପଦ; ଆ, ଲା ଉପପଦ; ତୁଳ, ସଂ. ନ; ଅନ୍ୟ ଶବ୍ଦ ପୂର୍ବେ ଲାଗେ ଯଥା — [ଦ୍ର—ଏହାର ବ୍ୟବହାର ଦୁଇପ୍ରକାର— (1) ବୈପରୀତ୍ୟାର୍ଥ =ଯଥା—ନାକେରା, ନାଚାର, ନାବାଲଗା, ନାତାକତ୍; (2) ଅଭାବାର୍ଥ=ନାଦାନ୍, ନାଉଆରିସି, ନାକସ୍।] — [ଦ୍ର—ଏହାର ବ୍ୟବହାର ଦୁଇପ୍ରକାର—(1)ବୈପରୀତ୍ୟାର୍ଥ =ଯଥା—ନାକେରା, ନାଚାର, ନାବାଲଗା, ନାତାକତ୍;(2)ଅଭାବାର୍ଥ=ନାଦାନ୍, ନାଉଆରିସି, ନାକସ୍]
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — (ପ୍ରଶ୍ନାର୍ଥକ; କ୍ରିୟା ପରେ ଲାଗେ) ଟି, ଟିକି, କି? — (Interrogative) Is it so?
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — ସଦନେ ଅଛନ୍ତି ନା ଭଲେ ସଖୀଗଣଙ୍କ ସଙ୍ଗେମେଳେ—ଜଗନ୍ନାଥ, ଭାଗବତ।
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — ନିଶ୍ଚେ — Surely
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — ପଥର ହେଲେ ଫାଟିଯାଅନ୍ତୁ ନା ତୁହିଁ—କୃଷ୍ଣସିଂହ ମହାଭାରତ. ବନ।
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — ନାହିଁ; ନୁହେଁ — No, not,
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — [ଦ୍ର—ଅଧିକାଂଶ ଲୋକ ନଞର୍ଥକ 'ନାଁ' ସ୍ଥଳରେ 'ନା'— ଲେଖନ୍ତି। କିନ୍ତୁ ଏହା ଉଚ୍ଚାରଣଦୃଷ୍ଟିରେ ଅଶୁଦ୍ଧ। ଓଡ଼ିଆରେ ନା ଶବ୍ଦର ଅର୍ଥ ନାବ ଓ ନାଁ ର ଅର୍ଥ ନାହିଁ, ନୁହେଁ; ପରନ୍ତୁ ସଂସ୍କୃତରେ 'ନା' ଅବ୍ୟୟ ଶବ୍ଦର ନିଷେଧାର୍ଥକ ଅର୍ଥ ମଧ୍ୟ ଦେଖାଯାଏ।]
- ଦେ. ଅ. (ସଂ. ନ; ସଂ. ନା=ନୁହେଁ; ନାହିଁ) — (କ୍ରିୟା ପରେ ବ୍ୟବହୃତ; ନଞର୍ଥକ) ନାହିଁ — Not