ନାୟା Nāyā

  • ପ୍ରାଦେ (ସିଂହଭୂମ) ବି. ପୁଂ — ଅନାର୍ଯ୍ୟମାନଙ୍କ ଗ୍ରାମଦେବତାଙ୍କ ପୂଜକ — The priest of a village-Deity of the non-aryans
  • ପ୍ରାଦେ (ସିଂହଭୂମ) ବି. ପୁଂ — [ଦ୍ର—ସାନ୍ତାଳ, କୋଲ ଓ ଭୂମିଜ ଜାତୀୟ ପୂଜକମାନେ ଗ୍ରାମ— ଦେବତାଙ୍କୁ ପୂଜା କରନ୍ତି ।]