ନାଡ଼ୀକ Nāṟḍ̠īka

  • ସଂ. ବି.—(ନାଡ଼ୀ+କୈ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ଅ) — କଳା ଚାକୁଣ୍ଡା ଶାଗ; କଳା କାସୁନ୍ଦା ଗୁଳ୍ମ, — A species of Cassia or Senna; Cassia Occidentalis
  • ସଂ. ବି.—(ନାଡ଼ୀ+କୈ ଧାତୁ=ପ୍ରକାଶ କରିବା+କର୍ତ୍ତୃ. ଅ) — ନଳିତା ଶାଗ — Leaves of jute plant