ନାହାଳ Nāhāḻa

  • ଦେ. ବି. — ବନ୍ୟ ଦୃଢ଼ କାଷ୍ଠ ବୃକ୍ଷବିଶେଷ — A kind of hard-wooded wild tree
  • ଦେ. ବି. — ଗୋରୁ ଚମ ତୂଣ ଯେ ନାହାଳ ବେନି କାଣ୍ଡ। ବାଳ ରାମାୟଣ. ଗୂହକ ମିଳନ।