ନାଳୀ Nāḻī

  • ସଂ. ବି. (ନଳ ଧାତୁ=ବନ୍ଧନ କରିବା+ଅ+ଈ) — ନାଳ 4 (ଦେଖ) — ନାଳ4(ଦେଖ)—. Nāḻa 4 (See)
  • ସଂ. ବି. (ନଳ ଧାତୁ=ବନ୍ଧନ କରିବା+ଅ+ଈ) — ନାଳି (ଦେଖ) — Nāḻi (See)
  • ସଂ. ବି. (ନଳ ଧାତୁ=ବନ୍ଧନ କରିବା+ଅ+ଈ) — ନଳିତା (ହରେକୃଷ୍ଣ ଦ୍ରବ୍ୟଗୁଣ) (ଦେଖ) — Naḻitā (See)