ନାଳଚା Nāḻachā

  • ଦେ. ବି (ସଂ. ଲାଳସା) — ସ୍ପୃହା; ଲାଳସା; ଆକାଂକ୍ଷା — Yearning; hankering; longing
  • ଦେ. ବି (ସଂ. ଲାଳସା) — ଧନାଶା — Yearning after wealth
  • ଦେ. ବି (ସଂ. ଲାଳସା) — ଲାଳାୟିତ ଅବସ୍ଥା — The state of hankering after a thing
  • ଦେ. ବି (ସଂ. ଲାଳସା) — (ସଂ. ଲାଳନ) ଲାଳନ; ଗେଲବସର କରିବା; ଶିଶୁକୁ ମୁହଁ ଦେବା — Too much fondling of a child
  • ଦେ. ବିଣ — (ସଂ. ଲାଳମୟ; ଲାଳସିକ) ଲାଳାମୟ; ନାଳ— ନାଳୁଆ — Slimy; gummy;
  • ଦେ. ବିଣ — (ସଂ. ଲାଳାୟିତ) ଖୋସାମତିଆ — Flattering
  • ଦେ. ବିଣ — ପରର ମନ ରକ୍ଷା ଉଦ୍ଦେଶ୍ୟରେ କହିବା (କଥା) — Uttered with a view to flatter
  • ଦେ. ବିଣ — ଲାଳନାଯୁକ୍ତ; ଗେହ୍ଲା; ଗେଲବସରିଆ — Fondled; brought up with excessive fondling
  • ଦେ. ବିଣ — (ସଂ. ଲାଳସା; ଲାଳସିକ) ଯାହାର ବହୁତ ଲାଳସା ଥାଏ — Very much hankering
  • ଦେ. ବିଣ — ଯେ ବିଶିଷ୍ଟ ସୁଖାଦ୍ୟ ପ୍ରତି ଅତି ଲାଳାୟିତ — Having excessive fondness for dainties