ନାଲି Nāli

  • ବୈଦେ. ବି. (ଫା. ଲାଲ୍) — ରକ୍ତବର୍ଣ୍ଣ — Red colour
  • ବୈଦେ. ବି. (ଫା. ଲାଲ୍) — ଏକ ପ୍ରକାର ସୋରିଷ — Red mustard seed
  • ବୈଦେ. ବି. (ଫା. ଲାଲ୍) — ଶଗଡ଼ର ହାଲ — The tire of a cart-wheel
  • ବିଣ — ରକ୍ତ ବର୍ଣ୍ଣ ବିଶିଷ୍ଟ — Red coloured
  • ବିଣ — ଆରକ୍ତ — Reddish
  • ବିଣ — [ଦ୍ର—ରକ୍ତ ବର୍ଣ୍ଣ ବିଶିଷ୍ଟ ବୃକ୍ଷ, ବସ୍ତୁ, ଜୀବ, ଫଳ ପୁଷ୍ପାଦି ପୂର୍ବରେ ନାଲି ବିଶେଷଣ ଯୁକ୍ତ କରାଯାଇ ଫଳ ପୁଷ୍ପାଦିର ପ୍ରକାର ଭେଦ ପ୍ରକାଶ କରାଯାଏ। ଯଥା—ନାଲି ପିଆଜ, ନାଲି ଚିତା, ନାଲି କରବୀ, ନାଲି କନିଅର, ନାଲି ବିଛୁଆତି, ନାଲି କଞ୍ଚନ, ନାଲି ମୂଳା, ନାଲି ରଙ୍ଗଣୀ, ନାଲି ପୋଇ, ନାଲି କାଇଞ୍ଚ, ନାଲି କଦଳୀ, ନାଲି ଶିମ୍ବ, ନାଲି କୋବି, ନାଲି ଅବୀର, ନାଲି ସିନ୍ଦୂର, ନାଲି ପିମ୍ପୁଡି, ନାଲି ଝାଉଁ, ନାଲି ଚେଙ୍ଗ (ମାଛ), ନାଲି ଚାନ୍ଦି (ମାଛ), ନାଲି କଇଁ, ନାଲି କୋଶଳା, ନାଲି ଆଳୁ, ନାଲି ପୁରୁଣୀ (ଶାଗ), ନାଲି କନ୍ଦମୂଳ, ନାଲି ମୂରୁଗା, ନାଲି ବଥୁଆ, ନାଲି କାଳି ଓ ନାଲି ଲୁଗା ଇତ୍ୟାଦି।]