ନାର Nāra
- ସଂ. ବି (ନର+ଅ) — ଜଳ — Water
- ସଂ. ବି (ନର+ଅ) — ନବଜାତ ବତ୍ସ; କଅଁଳା ବାଛୁରୀ — A newly born calf
- ସଂ. ବି (ନର+ଅ) — ନର ସମୂହ; ମନୁଷ୍ୟଙ୍କ ଦଳ — A multitude of people, an assemblage or crowd of men
- ସଂ. ବି (ନର+ଅ) — ବାଳକ; ଶିଶୁ — Child; infant; boy
- ସଂ. ବି (ନର+ଅ) — ଜ୍ଞାନ — Knowledge
- ସଂ. ବି (ନର+ଅ) — ଶୁଣ୍ଠି (ହି. ଶବ୍ଦସାଗର) — Dry ginger
- ସଂ. ବି (ନର+ଅ) — ସାରୂପ୍ୟ ମୁକ୍ତି — Final beatitude
- ସଂ. ବିଣ — ନର ସମ୍ବନ୍ଧୀୟ — Relating to man; human
- ସଂ. ବିଣ — ପରମାତ୍ମା ସମ୍ବନ୍ଧୀୟ — Relating to the Universal Soul
- ସଂ. ବିଣ — ଅଧ୍ୟାୟ — Spiritual
- ଗ୍ରା. ବି. (ସଂ. ନାରଙ୍ଗ) — ନାରଙ୍ଗ — Orange
- ଗ୍ରା. ବି. (ସଂ. ନାରଙ୍ଗ) — ଚୂତ ପସରା ଟଭା ନାର; ଇଚ୍ଛୁ, ରସାଳ ଯେତେ ଆର—ଯଶୋବନ୍ତ. ପ୍ରେମଭକ୍ତିଗୀତା।