ନାମେ Nāme

  • ଦେ. ଅ — ବିରୋଧରେ — Against
  • ଦେ. ଅ — ଫରିଆଦ କାହିଁ ତୋ ନାମେ କରିବି; ନିନ୍ଦା କଲେ ପଛେ କରରେ। କବିସୂର୍ଯ୍ୟ. କିଶୋରୀ ଚନ୍ଦ୍ରାନନ ଚମ୍ପୂ, ଫ ଗୀତ।
  • ଦେ. ଅ — ନାମୋଲ୍ଲେଖ ପୂର୍ବକ — By mentioning some one's name