ନାମିତ Nāmita
- ସଂ. ବିଣ. (ନମ ଧାତୁ ଣିଚ=ନାମି ଧାତୁ+କର୍ମ. ତ) — ନତ — Bent; bowed down
- ସଂ. ବିଣ. (ନମ ଧାତୁ ଣିଚ=ନାମି ଧାତୁ+କର୍ମ. ତ) — ସ୍ଥାପିତ — Established
- ସଂ. ବିଣ. (ନମ ଧାତୁ ଣିଚ=ନାମି ଧାତୁ+କର୍ମ. ତ) — ଯାହାକୁ ନତ କରା ଯାଇଅଛି — Caused to be bent
- ଦେ. ବିଣ. (କଚିରିଆ) — ନାମଯୁକ୍ତ; ନାମକ — Named; by name
- ଦେ. ବିଣ. (କଚିରିଆ) — ନାମମାତ୍ର — Nominal; in name only