ନାଭା Nābhā
- ଦେ. ବି (ନାମ) — ହିନ୍ଦୀ ଭକ୍ତମାଳ ଗ୍ରନ୍ଥରେ ଉଲ୍ଲେଖିତ ଜଣେ ବୈଷ୍ଣବ ଭକ୍ତ — Name of a devoted Baishṇaba
- ଦେ. ବି (ନାମ) — [ଦ୍ର—ଏ ହିନ୍ଦୀ ଭକ୍ତମାଳ ଗ୍ରନ୍ଥର ପ୍ରଣେତା। ଏ ସଂବତ୍ ଷୋଡ଼ଶ ଶତାବ୍ଦୀରେ ଜୀବିତ ଥିଲେ। ଏହାଙ୍କ ଜନ୍ମ ତୈଲଙ୍ଗ ଦେଶରେ ଗୋଟିଏ ନୀଚ (ଡମ) କୁଳରେ ହୋଇଥିଲା। ଏ ଜନ୍ମାନ୍ଧ ଥିଲେ ଓ ଜୟପୁର ନିକଟରେ ସାଧୁମାନଙ୍କ ସେବା କରି ଏ ପୁଣି ଚକ୍ଷୁର୍ଲାଭ କରିଥିଲେ । ଏ ତୁଳସୀ ଦାସଙ୍କ ସମସାମୟିକ ଥଲେ—ହି. ଶ।]
- ଦେ. ବି (ନାମ) — ପଞ୍ଜାବର ଗୋଟିଏ ଶିଖରାଜଶାସିତ ରାଜ୍ୟ — Name of a state in the Panjab under a Sikh Raja