ନାବିକ Nābika

  • ସଂ. ବି. (ନୌ+ଜୀବିକା ଅର୍ଥରେ ଇକ) — ନୌଚାଳକ; ନାଉରୀ; ମାଝୀ; ନୌଜୀବୀ — Boatman; sailor; navigator
  • ସଂ. ବି. (ନୌ+ଜୀବିକା ଅର୍ଥରେ ଇକ) — କର୍ଣ୍ଣଧାର — Helmsman
  • ସଂ. ବି. (ନୌ+ଜୀବିକା ଅର୍ଥରେ ଇକ) — ନୌଯାତ୍ରୀ — The passenger on board a ship (Apte)
  • ସଂ. ବିଣ. — ନୌକାସଂକ୍ରାନ୍ତ — Naval