ନାଦେୟ Nādeya
- ଦେ. ବିଣ. (ନଦ ବା ନଦୀ+ଭାବାର୍ଥେ. ଏୟ) — ନଦୀ ଜାତ — Riverain
- ଦେ. ବିଣ. (ନଦ ବା ନଦୀ+ଭାବାର୍ଥେ. ଏୟ) — ନଦୀ ସମ୍ଭନ୍ଧୀୟ — Pertaining to a river; riverine
- ଦେ. ବିଣ. (ନଦ ବା ନଦୀ+ଭାବାର୍ଥେ. ଏୟ) — ନଦୀ ପୂର୍ଣ୍ଣ (ଦେଶ) — 2. Full of rivers; rivery
- ଦେ. ବିଣ. (ନଦ ବା ନଦୀ+ଭାବାର୍ଥେ. ଏୟ) — ନଦୀକୂଳସ୍ଥ — Riverian
- ସଂ. ବି — ସୈନ୍ଧବ ଲବଣ — Rock salt
- ସଂ. ବି — ସୌବୀଗଞ୍ଜନ; ସୁରମା — Antimony
- ସଂ. ବି — କାଶ ତୃଣ — A kind of reed grass; Saccharum Spontaneum
- ସଂ. ବି — ବାନୀର ବା ଜଳ ବେତସ ଗଛ — The aquatic ratan reed