ନାଣକ Nāṇaka
- ସଂ. ବି. (ନ+ଅଣକ=କୁତ୍ସିତ) — ମୁଦ୍ରା — Coin (Apte)
- ସଂ. ବି. (ନ+ଅଣକ=କୁତ୍ସିତ) — ଧାତୁ(ହି. ଶ.) — Metal
- ସଂ. ବି. (ନ+ଅଣକ=କୁତ୍ସିତ) — ନିଷ୍କ (ହି. ଶ.); ସ୍ୱର୍ଣ୍ଣମୁଦ୍ରାବିଶେଷ — A kind of gold coin
- ଦେ. ବି — ଧର୍ମପ୍ରଚାରକବିଶେଷ; ନାନକ (ଦେଖ) — Nānaka (See)
- ସଂ. ବିଣ — ପ୍ରଶସ୍ତ — Broad