ନାଜର୍ Nājar

  • ବୈଦେ. ବି. (ଫା. ନାଜୀର୍) — କୌଣସି କାର୍ଯ୍ୟ ପରିଦର୍ଶନ ବା ତତ୍ତ୍ୱାବଧାନ କରିବା ପାଇଁ ନିଯୁକ୍ତ ବ୍ୟକ୍ତି — Inspector; supervisor
  • ବୈଦେ. ବି. (ଫା. ନାଜୀର୍) — ଅଦାଲତରେ ହାକିମମାନଙ୍କ ହୁକୁମ ତାମିଲ୍ କରିବା ନିମନ୍ତେ ନିଯୁକ୍ତ ପିଆଦାମାନଙ୍କ ସର୍ଦ୍ଦାର କର୍ମଚାରୀ — Nazir; bailiff of a court; the officer controlling the peons of a court
  • ବୈଦେ. ବି. (ଫା. ନାଜୀର୍) — [ଦ୍ର—ଏ ଫାରସୀ ଶବ୍ଦ ଇଂରାଜୀରେ ଚଳିଲାଣି।]
  • ବୈଦେ. ବି. (ଫା. ନାଜୀର୍) — ମୁସଲମାନଙ୍କ ନାମବିଶେଷ — A name given to Mahomedan males