ନାଗପୁର Nāgapura

  • ସଂ. ବି — ହସ୍ତିନାପୁର; ଦୁର୍ଯ୍ୟୋଧନଙ୍କ ରାଜଧାନୀ — Hastināpura; the capital of Durj̄yodhana
  • ସଂ. ବି — ପାତାଳ — The nether world (the abode of the serpents)
  • ଦେ. ବି — ମଧ୍ୟପ୍ରଦେଶର ରାଜଧାନୀ ଓ ଜିଲ୍ଲା ଓ ବିଭାଗ — Name of a town, district and division of the Central Provinces of India
  • ଦେ. ବି — [ଦ୍ର—ଏହା ମହାରାଷ୍ଟ୍ର ଦେଶରେ ଗଣ୍ଡବାନା ପ୍ରଦେଶର ରାଜଧାନୀ। ନାଗ ନାମକ ନଦୀ ତୀରରେ ଅବସ୍ଥିତ। ଦେଶୀ ଅସ୍ତ୍ର, ଛୁରୀ, ରେସମ ଓ ତୁଳା ବ୍ୟବସାୟ ନିମନ୍ତେ ଏ ସ୍ଥାନ ପ୍ରସିଦ୍ଧ। ଅଗ୍ନି ପୁରାଣରେ ଏ ନଗରର ନାମୋଲ୍ଲେଖ ଅଛି।]