ନାଖ Nākha
- ଗ୍ରା. ବି. (ସଂ. ଲକ୍ଷ) — ଲକ୍ଷ (ସଂଖ୍ୟା); ଲାଖ୍ — Lakh; a hudred thousand
- ଗ୍ରା. ବି. (ସଂ. ଲକ୍ଷ) — (ସଂ. ଲାକ୍ଷା) ଲାଖବତି; ନାଲି ଜଉ — Shell lac; sealing wax
- ଗ୍ରା. ବି. (ସଂ. ଲକ୍ଷ) — (ସଂ. ଲକ୍ଷ୍ୟ) ବନ୍ଧୁକ ଓ ଶର ଆଦି ମାରିବାର ଶରବ୍ୟ; ଲକ୍ଷ୍ୟ — Aim of a gun or bow; target
- ଗ୍ରା. ବି. (ସଂ. ଲକ୍ଷ) — (ସଂ. ଲକ୍ଷ) ଚିହ୍ନ — A distinguishing mark
- ଗ୍ରା. ବି. (ସଂ. ଲକ୍ଷ) — ତୁଳନା — Comparision