ନାକସ୍ Nākaṡ

  • ଦେ. ବିଣ.—(ଫା. ଲାବିଶ୍; ଆ ନାକିସ୍= ମନ୍ଦ) — ଦୁର୍ବଳ — Weak
  • ଦେ. ବିଣ.—(ଫା. ଲାବିଶ୍; ଆ ନାକିସ୍= ମନ୍ଦ) — ଅନୁପଯୁକ୍ତ — Unfit
  • ଦେ. ବିଣ.—(ଫା. ଲାବିଶ୍; ଆ ନାକିସ୍= ମନ୍ଦ) — ତୁଚ୍ଛ; ହେୟ — Despicable; insignificant
  • ଦେ. ବିଣ.—(ଫା. ଲାବିଶ୍; ଆ ନାକିସ୍= ମନ୍ଦ) — ଉତ୍ତମରୂପେ ପାଗ ହୋଇ ନ ଥିବା — Not well seasoned