ନାଉଳି Nāuḻi
- ଦେ. ବି. — କ୍ଷତ୍ରିୟ ଓ ଖଣ୍ଡାଏତମାନଙ୍କର ଉପବୀତ ଗ୍ରହଣ ବିଧି; ବ୍ରତ — The upanayana or sacred thread ceremony of Khandaets and Kshatriyas
- ଦେ. ବି. — (ସଂ. ନାବ)—କେଉଟମାନଙ୍କର ବଂଶୋପାଧିବିଶେଷ — A family-title of fishermen
- ଦେ. ବି. — [ଦ୍ର—କଟକ ଜିଲାର ଡମ୍ପଡ଼ା ଜିଲ୍ଲାରେ ଏହି ଉପାଧିଧାରୀ କେଉଟ ଅଛନ୍ତି।]