ନାଉକା Nāukā

  • ଗ୍ରା. ବି. (ସଂ. ନାବ; ନୌକା) — ନଉକା; ଡଙ୍ଗା; ନାବ — Boat
  • ଗ୍ରା. ବି. (ସଂ. ନାବ; ନୌକା) — ପ୍ରାଣବନ୍ଧୁ କି ରୀତି କଲୁ; ମଦନ ନାଉକା ପରେ ବସାଇ ଭସାଇ ଦେଲୁ। ସଙ୍ଗୀତ।