ନାଇକ Nāika

  • ପ୍ରାଦେ. (ଗଡ଼ଜାତ, ସଂ. ନାୟକ) ବି (ପାଇକର ସହଚର) — ପାଇକ ସରଦାର — The chief of the Pāika-militia
  • ପ୍ରାଦେ (ଗଞ୍ଜାମ) ବି — ସରବରାକାର — Rent collector (under the direct control of the Government)
  • ଦେ. ବି — ତେଲଙ୍ଗାମାନଙ୍କର ଉପାଧିବିଶେଷ — A family-title of some Telgus