ନହର Nahara

  • ଦେ. ବି. (ସଂ. ନଗର) — ନଅର; ରାଜପ୍ରାସାଦ — Palace
  • ଦେ. ବି. (ସଂ. ନଗର) — ରାଜାଙ୍କ ଅନ୍ତଃପୁର — 1. The harem of a king
  • ଦେ. ବି. (ସଂ. ନଗର) — (ସଂ. ଲହରୀ; କିମ୍ବା ସଂ. ଯଷ୍ଟି=ପ୍ରା ଲଟ୍ଠି)— ହାର ଆଦିର ସରି — One of the strings of a necklace