ନସ୍ୟ Nasya
- ସଂ. ବି.—(ନସ=ନାସିକା+ ପ୍ରୟୋଜନାର୍ଥେ ଯ) — ନାସ; ନାକଦ୍ୱାରା ବ୍ୟବହାର୍ଯ୍ୟ ଚୂର୍ଣ୍ଣବିଶେଷ — Snuff
- ସଂ. ବି.—(ନସ=ନାସିକା+ ପ୍ରୟୋଜନାର୍ଥେ ଯ) — ରୋଗୋପଶମାର୍ଥ ନାକର ରନ୍ଧ୍ର ମଧ୍ୟରେ ଯେଉଁ ଚୂର୍ଣ୍ଣ ବା ରସ ପ୍ରବିଷ୍ଟ କରାଇ ଦିଆଯାଏ — Sternutatory powder or juice
- ସଂ. ବି.—(ନସ=ନାସିକା+ ପ୍ରୟୋଜନାର୍ଥେ ଯ) — ନାକଭିତରେ ଥିବା କେଶ — The hairs in the nose (Apte)
- ସଂ. ବିଣ. — ନାସା ସମ୍ବନ୍ଧୀୟ — Pertaining to the nose; nasal
- ସଂ. ବିଣ. — ନାସିକାର ହିତଜନକ — Beneficial for the nose