ନସିବା Nasibā

  • ଦେ. କ୍ରି. (ସଂ. ଲସ୍ ଧାତୁ) — ଲସିବା; ଭୟରେ ସଂକୁଚିତ ବା ତ୍ରସ୍ତ ହେବା — To be taken aback with fear; to shrink with fear
  • ଦେ. କ୍ରି. (ସଂ. ଲସ୍ ଧାତୁ) — ତଳକୁ ଲଇଁଯିବା — To bend downwards
  • ପ୍ରାଦେ. (ସମ୍ବଲପୁର)କ୍ରି. (ତୁଳ. ହି. ଏହି ଅର୍ଥରେ ନସନା) — ନଷ୍ଟ ହେବା — To be destroyed